Thursday, November 12, 2026
Home ଆଞ୍ଚଳିକ ଜଟଣୀରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ଜଟଣୀରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

19

ଜଟଣୀ,୦୨/୧୦(ଜିଲ୍ଲା ଖବର):ଗାନ୍ଧୀ(ମହାତ୍ମା ଗାନ୍ଧୀ)ଙ୍କ ୧୫୨ତମ ଏବଂ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୨ତମ ଜନ୍ମ ଦିବସ । ଏହି ଅବସରରେ ଜଟଣୀର ଅଗ୍ରଣୀ ସ୍ବେସ୍ଛାସେବୀ ସଙ୍ଗଠନ ଶୋଭାଯାତ୍ରାରେ ନଗର ପରିକ୍ରମା କରିବା ସହିତ ସ୍ଥାନୀୟ ଗାନ୍ଧୀପାର୍କ ସ୍ଥିତ ଗାନ୍ଧୀଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ସ୍ମୃତି ଚାରଣ କରିଥିଲେ ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର