Tuesday, October 13, 2026
Home ଅପରାଧ ବ୍ରହ୍ମପୁରରେ ବଡ଼ ଧରଣର ଗଞ୍ଜେଇ ରାକେଟ ଠାବ, ଦୁଇ ଗିରଫ

ବ୍ରହ୍ମପୁରରେ ବଡ଼ ଧରଣର ଗଞ୍ଜେଇ ରାକେଟ ଠାବ, ଦୁଇ ଗିରଫ

8

ବ୍ରହ୍ମପୁର,୦୨/୧୦/୨୧ (ଜିଲ୍ଲା ଖବର) :  ବ୍ରହ୍ମପୁରରେ ବଡ଼ ଧରଣର ଗଞ୍ଜେଇ ରାକେଟ ଠାବ । ଗଞ୍ଜାମରୁ ନାଗପୁର ଚାଲାଣ ହେଉଥିଲା 500 କେଜିର ଗଞ୍ଜେଇ । ଟ୍ରକରେ ବ୍ୟବହାର ହେଉଥିଲା ତିନୋଟି ନମ୍ବର ପ୍ଲେଟ ।

ମହାରାଷ୍ଟ୍ର,ହରିୟାଣା ଏବଂ ରାଜସ୍ଥାନର ନମ୍ବର ପ୍ଲେଟ ଟ୍ରକରୁ ଜବତ ହୋଇଛି । ଏହି ଘଟଣାରେ ଅବକାରୀ ଟିମ ୨ ଜଣଙ୍କୁ ଗିରଫ କରିଛି । ବ୍ରହ୍ମପୁର ଖୋଡାସିଙ୍ଗି ମୁଖ୍ୟରାସ୍ତାରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଏହି ଟ୍ରକଟିକୁ ଜବତ କରିଥିଲା  ।