
କନ୍ଧମାଳ,୦୧/୯/୨୧(ଜିଲ୍ଲା ଖବର):ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ବର୍ତମାନ ସରକାରୀ ଅନୁଦାନ ସ୍ୱୀକୃତି ପ୍ରାପ୍ତ ଅଟେ |ଏହା ଉଚ୍ଚ ଶିକ୍ଷା ପ୍ରାପ୍ତି ନିମନ୍ତେ ବାଲିଗୁଡା ଓ ଆଖ ପାଖ ଅଞ୍ଚଳର ଶିକ୍ଷର୍ଥୀ ଙ୍କ ପାଇଁ ଗଢି ଉଠିଥିଲା ଏହି ଆଦିବାସୀ ମହାବିଦ୍ୟାଳୟ ଓ ଏହା 1979 ରେ ସ୍ଥାପନ ହୋଇଥିଲା |ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ପାଖରେ ଆଜିକୁ ପ୍ରାୟ କମ ଦିନ ତଳେ ଗଢ଼ି ଉଠିଥିଲା ଛାତ୍ର ଛତ୍ରୀ ଙ୍କ ନିମନ୍ତେ ଛାତ୍ର ଆବାସ ଏହାର ସ୍ଥାପନ ପ୍ରଣାଳୀ ଏତେ ନିମ୍ନ ମାନର ହୋଇଅଛି ଯେ ଛାତ୍ରାବାସ ର କାନ୍ଥ ଫାଟି ଆଁ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ




