Saturday, November 14, 2026
Home ଆଞ୍ଚଳିକ ଓଡିଶା ହାଇକୋର୍ଟରେ 4 ବିଚାରପତି ନିଯୁକ୍ତ

ଓଡିଶା ହାଇକୋର୍ଟରେ 4 ବିଚାରପତି ନିଯୁକ୍ତ

11

୩୦/୦୯/୨୧ (ଜିଲ୍ଲା ଖବର) :  ଓଡିଶା ହାଇକୋର୍ଟ ପାଇଁ 4 ଜଣ ବିଚାରପତିଙ୍କୁ ନିଯୁକ୍ତି କରାଯାଇଛି । ସେପ୍ଟେମ୍ବର 29 ତାରିଖରେ ସୁପ୍ରିମକୋର୍ଟ କଲେଜିୟମର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।  ଏହି ଆଧାରରେ ଦୁଇ ଜଣ ଆଡଭୋକେଟ୍ ଓ ଦୁଇ ଜୁଡିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତି କରାଯାଇଛି ।

ନବନିଯୁକ୍ତ ବିଚାରପତିମାନେ ହେଲେ ଆଦିତ୍ୟ କୁମାର ମହାପାତ୍ର, ଶ୍ରୀଗୁଣା ଶେଖର ସାହୋ, ରାଧାକୃଷ୍ଣ ପଟ୍ଟନାୟକ, ସଶିକାନ୍ତ ମିଶ୍ର ।