Sunday, November 15, 2026
Home ଜିଲ୍ଲା କନ୍ଧମାଳ ପୋକଡ଼ାଝର ଜଳ ପ୍ରପାତରେ ବୁଡି ଜଣେ ନିଖୋଜ

ପୋକଡ଼ାଝର ଜଳ ପ୍ରପାତରେ ବୁଡି ଜଣେ ନିଖୋଜ

9

କନ୍ଧମାଳ ଜିଲା ପୋକଡ଼ାଝର ଜଳ ପ୍ରପାତରେ ବୁଡି ଜଣେ ନିଖୋଜ l ଆଜିକୁ ପ୍ରାୟ 36 ଘଣ୍ଟା ଧରି ନିଖୋଜ ହୋଇଥିବା ଜଣାପଡିଛି।
ଫିରିଙ୍ଗିଆ ରେ କାର୍ଯ୍ୟରତ ଦୁଇ ଡାକ୍ତର ସମେତ ବ୍ରହ୍ମପୁର ରୁ ଆସିଥିବା ଡାକ୍ତର ଙ୍କ ବନ୍ଧୁ କପଡା ବ୍ୟବସାୟୀ ଓ ତାଙ୍କ ପତ୍ନୀ ମିଶି 4 ଜଣ ପୋକଡା ଝର ଜଳ ପ୍ରପାତକୁ ବୁଲିଯାଇଥିଲେ। ପାଣିରେ ତିନି ଜଣ ଗାଧୋଇ ବାକୁ ଯାଇ ଥିବାବେଳେ ଜଣଙ୍କର ପାଣିରେ ଗୋଡ ଖସି ଯିବାରୁ ପାଣିର ଗଭୀରତା ଭିତରକୁ ପଶିଯାଇ ନିଖୋଜ ହୋଇ ଯିବାର ସୂଚନା ମିଳିଚି । ଏହି ସୂଚନା ପାଇ ଦୀର୍ଘ 36 ଘଣ୍ଟା ଧରି ଅଗ୍ନି ଶ୍ରମ ବିଭାଗ ଓ ଟିମହୁମାନିଟି ଖବର ପାଇ ଅଗ୍ନିସମ ବିଭାଗ ସହ ମିଶି ଘଟଣା ସ୍ଥଳରେ ପହଞ୍ଚି 36 ଘଣ୍ଟା ରୁ ଉର୍ଦ୍ଧ ଖୋଜl ଖୋଜି କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ନିଖୋଜ ବ୍ୟକ୍ତି ଙ୍କ ପତ୍ତା ମିଳି ନାହିଁ l ନିଖୋଜ ବ୍ୟକ୍ତି ଜଣଙ୍କ ନାମ ସୁଜିତ୍ ପୂଜାରୀ ସେ ଜଣେ ବ୍ରହ୍ମପୁର ର କପଡ଼l ବ୍ୟବସାୟୀ ବୋଲି ଜାଣିବାକୁ ମିଳିଛି l ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର