
ବ୍ରହ୍ମପୁର,୨୮/୯(ଜିଲ୍ଲା ଖବର):ଆଜି ସମୟ ପ୍ରାୟ 1.15 ଠାରୁ 1.40 ମିନିଟ ପଯ୍ୟନ୍ତ ସ୍ଥାନୀୟ ସିଟି ହସ୍ପିଟାଲ ଠାରୁ ଷ୍ଟେଟ ବ୍ୟlଙ୍କ ମୁଖ୍ୟ ରାସ୍ତା ପାଣି ଟାଙ୍କି ପଯ୍ୟନ୍ତ ଟ୍ରାଫିକ ଯାମ ହେବା ଫଳରେ ଦୀଘ୍ୟ ସମୟ ଧରି ଏକାଧିକ ଆମ୍ବୁଲାନ୍ସ ଘୋର ଅସୁବିଧାର ସମ୍ମୁଖୀନ
ହେବାକୁ ପଡିଥିଲା ଭିଡ କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଓ ସ୍ଥାନୀୟ ଅଟୋ ଚାଳକ ମାନଙ୍କୁ ନାକେଦମ ହେବାକୁ ପଡିଥିଲା ଶେଷରେ ଦୀର୍ଘ ଅଧ ଘଣ୍ଟା ପରେ
ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା ଲୋକମାନଙ୍କ କହିବା ଅନୁସାରେ ଷ୍ଟେଟ ବେଙ୍କ ସାମନାରେ ବହୁତଛୋଟ ବଡ
ଗାଡି ପାର୍କିଙ୍ଗ କରିବା ଯୋଗୁଁ ବହୁ ବାର ଏଭଳି ଟ୍ରାଫିକ ସମସ୍ଵl ହେଉଛି୍
ରିପୋର୍ଟ : କୁନା ମିଶ୍ର


