
ଭୁବନେଶ୍ୱର,୨୭/୦୯/୨୧ (ଜିଲ୍ଲା ଖବର) : ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଗ୍ରାମାଞ୍ଚଳର ବିକାଶ ପାଇଁ ସିଦାସଳଖ ପ୍ରତ୍ୟେକ ଗ୍ରାମ ପଂଚାୟତକୁ ଟଙ୍କା ଦେଉଛନ୍ତି । ନିର୍ବାଚିତ ଜନପ୍ରତିନିଧିମାନଙ୍କ କ୍ଷମତାକୁ ଅଫିସରମାନଙ୍କ ହାତକୁ ଟେକି ଦେଇ ଶାସକ ବିଜେଡି ବିକାଶର ବାଧକ ସାଜିଛନ୍ତି । କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ନାମିତ କରି ରାଜ୍ୟବାସୀଙ୍କୁ ବୋକ ବନାଇବା ସହ ବିକାଶ ପାଇଁ ଆସୁଥିବା ଟଙ୍କାକୁ ଶାସକ ବିଜେଡିର କାର୍ଯ୍ୟକର୍ତା ଏବଂ ନେତୃବୃନ୍ଦ ହଡପ୍ କରୁଛନ୍ତି । ଯୋଗ୍ୟ ଗରୀବ ହିତାଧିକାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରୀବକଲ୍ୟାଣ ଯୋଜନାର ସୁଫଳ ଏବଂ ଧନୀ ଲୋକଙ୍କୁ ବଂଟନ କରୁଛନ୍ତି । ଗରୀବ ସେହି ଗରୀବ ହୋଇ ରହିଯାଉଛି ।
ସାଧାରଣ ଲୋକଙ୍କ ଭୋଟ ହାତେଇ ବାରମ୍ବାର ପ୍ରତାରଣ ଏକଛତ୍ରବାଦୀ ଶାସନ ପରେ ମଧ୍ୟ ପିପିଲି-ଦୁର୍ଭାଗ୍ୟଜନକ ଓ ଲଜ୍ଜାର ବିଷୟ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ରାଜ୍ୟରେ ଶାସକ ବିଜୁ ଜନତା ବିଫଳ ହୋଇଛନ୍ତି । ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳିବାସୀ ଏଥର ପରିବର୍ତନ ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି ଏବଂ ଏଥି ସହ ୩୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଥିବା ଏକଛତ୍ରବାଦ କହିଛନ୍ତି ।
ପିପିଲି ଉପ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଶ୍ରୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ପ୍ରଚାର ପାଇଁ ଆସି ଶ୍ରୀ ମହାନ୍ତି କହ ଫନି ପରର ଯେଉଁ ଦୃଶ୍ୟ ବ୍ୟଥିତ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବାସଗୃହ ଭାଙ୍ଗି ଯାଇଥିଲା । ମୋଦି ସରକାର ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ବାସଗୃହ ଆବଂଟନ କରିଥିଲେ । ମାତ୍ର ଦୁର୍ନୀତିଖୋର ଶାସକ ବିଜେଡି କାରଣରୁ ଗରୀବ ଲୋକମାନେ ବର୍ତମାନ ସୁଦ୍ଧା ଦଳୀୟ ଭିତ୍ତିରେ ଓ ପାତର ଅନ୍ତରରେ ଆବଂଟନ କରାଯାଇ ପ୍ରକତୃ ଗରୀବ ହିତାଧିକାରିଙ୍କୁ ବଂଚିତ କରାଯାଇଛି । ଓ ଭଙ୍ଗା ଘରେ ଅଂଚଳବାସୀ ରହୁଥିବା ଚିତ୍ର ଅତ୍ୟନ୍ତ ନିର୍ବାଚନମଣ୍ଡଳୀ ଥିବା ସତ୍ୱେ ଏହି ଅଂଚଳର ବିକାଶ ନହେବା ଶାସକ ପ୍ରଚାର ଅବସରରେ କହିଛନ୍ତି ।
ବିଜେଡି ଓ କଂଗ୍ରେସ ଗୋଟିଏ ଅଂଚଳବାସୀଙ୍କ ସାମ୍ବିଧାନିକ ଅଧିକାରକୁ ଦଳି ଚକଟି ହତ୍ୟା ପରିବର୍ତନର ସ୍ୱର ସ୍ପଷ୍ଟ ପରିଲକ୍ଷିତ ହେଉଛି । ଆଗାମୀ ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଶାସନର ଅନ୍ତ ଘଟିବ: ସମୀର କାର୍ଯ୍ୟକର୍ତାଙ୍କ ଗ୍ରହଣରେ ସିଉଳା (୧୬୯ ବୁଥ୍)ରେ ‘ପ୍ରଧାନମନ୍ତ୍ରୀ ମନ୍ କି ବାତ୍ ୨୧ ବର୍ଷର ବିଜେଡି ସରକାର ଏବଂ ୩୫ ବର୍ଷର ଏକଛତ୍ରବାଦୀ ଶାସନ ପରେ ମଧ୍ୟ ପିପଲି ଡେଲାଙ୍ଗ ନିର୍ବାଚନମଣ୍ଡଳୀର ସର୍ବଙ୍ଗୀନ ବିକାଶ ହୋଇ ନପାରିବା ଦୁର୍ଭାଗ୍ୟଜନକ ଓ ଲଜ୍ଜାର ବିଷୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଗ୍ରାମାଂଚଳର ବିକାଶ ପାଇଁ ସିଧାସଳଖ ଉଛନ୍ତି । ନିର୍ବାଚିତ ଜନପ୍ରତିନିଧିମାନଙ୍କ କ୍ଷମତାକୁ ଅଫିସରମାନଙ୍କ ହାତକୁ ଟେକିଦେଇଛନ୍ତି ।
କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ନାମିତ କରି ରାଜ୍ୟବାସୀଙ୍କୁ ବୋକ ବନାଇବା ସହ ବିକାଶ ପାଇଁ ଆସୁଥିବା ଟଙ୍କାକୁ ଶାସକ ବିଜେଡିର କାର୍ଯ୍ୟକର୍ତା ଏବଂ ନେତୃବୃନ୍ଦ ହଡପ୍ କରୁଛନ୍ତି । ଯୋଗ୍ୟ ଗରୀବ ହିତାଧିକାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରୀବକଲ୍ୟାଣ ଯୋଜନାର ସୁଫଳ ଦେବାରେ ଅକ୍ଷମ ରାଜ୍ୟ ସରକାର ଦଳୀୟ ଆଧାରରେ ଅଯୋଗ୍ୟ ଲୋକଙ୍କୁ ବଣ୍ଟନ କରୁଛନ୍ତି । ଗରୀବ ସେହି ଗରୀବ ହୋଇ ରହିଯାଉଛି । ନିର୍ବାଚନ ସମୟରେ ମିଛ କଥା ଓ ପ୍ରତିଶୃତି ଦେଇଛନ୍ତି ।
ସାଧାରଣ ଲୋକଙ୍କ ଭୋଟ ହାତେଇ ବାରମ୍ବାର ପ୍ରତାରଣ ଦେଇ ଆସୁଛନ୍ତି । ଦୀର୍ଘ ୨୧ ବର୍ଷର ବିଜେଡି ସରକାର ଏବଂ ୩୫ ବର୍ଷର ଏକଛତ୍ରବାଦୀ ଶାସନ ପରେ ମଦ୍ୟ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ସର୍ବଙ୍ଗୀନ ବିକାଶ ହୋଇ ପାରିଲା ନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।


