
ପୁରୀ, ୨୬/୦୯/୨୧ (ଜିଲ୍ଲା ଖବର) : ବାତ୍ୟା ଗୁଲାବ ଯୋଗୁଁ ପୁରୀ ସମୁଦ୍ର ଅଶାନ୍ତ ରହିଛି। ସମୁଦ୍ରରେ ମାଛଧରା ଟ୍ରଲର ଫସିଛି। ଗତକାଲିଠାରୁ ପୁରୀ ବଙ୍ଗୋପସାଗରରେ ଫସି ରହିଛି ଟ୍ରଲର।
ଏବେ ସମୁଦ୍ର ଜୁଆର ରହିଥିବାରୁ ଟ୍ରଲର ଇଞ୍ଜିନ ବନ୍ଦ ହୋଇଯିବା ଫଳରେ ଟ୍ରଲରରେ ଥିବା ମ ଜୀବିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ବାରଣ ସତ୍ତ୍ୱେ ଗତକାଲି ଠାରୁ ମାଛ ମାରୁଥିବା ବେଳେ ଆଜି ଅଶାନ୍ତ ସମୁଦ୍ରରେ ମଟର ଅଚଳ ହୋଇଯାଇଛି। ଫଳରେ ସେମାନେ ଫସିଥିବା ଜଣାପଡିଛି।



