Thursday, November 12, 2026
Home ଆଞ୍ଚଳିକ ସାମ୍ବାଦିକ ଅରିନ୍ଦିମ ଦାସ ODRAF ର କର୍ମ ବିର ସିତାରାମ ମୁର୍ମୁ ଙ୍କର ଅକାଳ ବିୟୋଗରେ...

ସାମ୍ବାଦିକ ଅରିନ୍ଦିମ ଦାସ ODRAF ର କର୍ମ ବିର ସିତାରାମ ମୁର୍ମୁ ଙ୍କର ଅକାଳ ବିୟୋଗରେ ନୀରବ ପ୍ରାର୍ଥନା ଜଟଣୀ ନାଗରିକ କମିଟି ଶ୍ରଦ୍ଧାଞ୍ଜଳି ଅର୍ପଣ ଶୋକସଭା ପାଳିତ

22

ଜଟଣୀ,୨୬/୯ (ଜିଲ୍ଲା ଖବର) : O ଟିଭି ସମ୍ବାଦଦାତା ଅରିନ୍ଦମ ଦାସ ଏବଂ ODRAF ର କର୍ମ ବିର ସିତାରାମ ମୁର୍ମୁ ଙ୍କର ଅକାଳରେ ବିୟୋଗ ଘଟିଥିଲା। ସେଇ ଯୁବ ଆଦର୍ଶ ମାନଙ୍କର ଅମର ଆତ୍ମା ର ସଦ୍ଗତି କାମନା ଉଦ୍ଦେଶ୍ୟ ରେ ଜଟଣୀ ନାଗରିକ କମିଟି ର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ ଙ୍କ ନିର୍ଦ୍ଦଶନାରେ କମିଟିର ସଭ୍ୟ ମାନେ ମହମବତୀ ପ୍ରଜ୍ବଳନ ଏବଂ ନୀରବ ପ୍ରାର୍ଥନା କରି ଶୋକାତୁର ପରିବେଶ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ.
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର