କଳାହାଣ୍ଡିର ପତାୟତ ସାହୁଙ୍କୁ ମୋଦିଙ୍କ ପ୍ରଶଂସା

9

୨୬/୦୯/୨୧ (ଜିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ମୋଦି ମନ କି ବାତରେ କଳାହାଣ୍ଡର କଥା କହିଛନ୍ତି। ସେ କହିଛନ୍ତି ଯେ ଓଡିଶାର କଳାହାଣ୍ଡି ଜିଲ୍ଲା ନାନ୍ଦୋଲର ପ୍ରତାୟତ ସାହୁ ଅନେକ ବର୍ଷ ହେବ ସ୍ଵତନ୍ତ୍ର ଶୈଳିରେ ଦେଢ ଏକର ଜମିରେ ଔଷଧୀୟ ବୃକ୍ଷ ଲଗାଇଛନ୍ତି।  ସେ ଏହା ଉପରେ ଏକ ଡକ୍ୟୁମେଣ୍ଟେସନ୍ ବି କରିଛନ୍ତି।

ଏହା ଦ୍ଵାରା ଅନେକ ଦୂରାରୋଗ୍ୟ ଦୂର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।  ପକାୟତ ସାହୁଙ୍କ ଉଦ୍ୟମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ।

ଔଷଧୀୟ ବୃକ୍ଷ ପ୍ରୋତ୍ସାହନ ଦେବାକୁ ଆୟୁଷ ମନ୍ତ୍ରାଳୟ କାର୍ଯ୍ୟ କରୁଛି ବୋଲି ମୋଦି କହିଛନ୍ତି । ପତାୟତ ସାହୁ ଔଷଧୀୟ ପ୍ଲାଣ୍ଟକୁ ନେଇ ଡକ୍ୟୁମେଣ୍ଟସନ ମଧ୍ୟ କରିଛନ୍ତି ।