Sunday, November 15, 2026
Home ଆଞ୍ଚଳିକ ଉପର ମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା ହୀରକୁଦର ଆଉ 2 ଗେଟ୍

ଉପର ମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା ହୀରକୁଦର ଆଉ 2 ଗେଟ୍

8

ସମ୍ବଲପୁର, ୨୫/୦୯/୨୧ (ଜିଲ୍ଲା ଖବର) :  ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ହୀରାକୁଦ ଡ୍ୟମାର ଗେଟ୍ ।  ଆଜି ୨ଟି ଗେଟ୍ ଖୋଲାଯାଇଛି । ଏବେ ମୋଟ ୬ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ଏବେ ଡ୍ୟାମର ଜଳସ୍ତର ୬୨୯.୫୪ ଘନ ଫୁଟ ରହିଛି । ଉପର ମୁଣ୍ତରୁ ସେକେଣ୍ତ ପ୍ରତି ୧ ଲକ୍ଷ ୩୬ ହଜାର ୪୫୭ କ୍ୟୁସେକ ଜଳ ପ୍ରବେଶ କରୁଛି ।