
ସମ୍ବଲପୁର,୨୪/୦୯/୨୧ (ଜିଲ୍ଲା ଖବର) : ଉପରମୁଣ୍ଡ ବର୍ଷା କମୁଛି । ଫଳରେ ଧିରେ ଧିରେ ହାରୀକୁଦର ଗେଟ୍ ଗୁଡିକ ମଧ୍ୟ ବନ୍ଦ ହେଉଛି । ହୀରାକୁଦ ଡ୍ୟାମରୁ ବନ୍ଦ ହେଲା ୮ ଟି ଗେଟ । ପୁର୍ଵରୁ ୧୨ ଟି ଗେଟ ଖୋଲାଥିବା ବେଳେ ଏବେ ୪ ଟି ଗେଟ ଜଳ ନିଷ୍କାସନ ଜାରି ରହିଛି ।
ସକାଳ ୬ ଟା ସୁଦ୍ଧା ଜଳସ୍ତର ୬୨୯.୦୨ ଘନ ଫୁଟ ଜଳ ରହିଛି । ସେକେଣ୍ତ ପ୍ରତି ୯୪ ହଜାର ୭୫୮ କ୍ୟୁସେକ ଜଳ ପଶୁଛି । ସେହିପରି ସେକେଣ୍ତ ପ୍ରତି ୧ ଲକ୍ଷ ୭୭ ହଜାର ୩୪୯ କ୍ୟୁସେକ ଜଳ ନିଷ୍କାସିତ ହେ ।


