Saturday, November 14, 2026
Home ଆଞ୍ଚଳିକ ଦିନକରେ 539 ପଜିଟିଭ ଚିହ୍ନଟ, ଆଉ 6 ଜଣଙ୍କ ମୁଣ୍ଡ ନେଲା କରୋନା

ଦିନକରେ 539 ପଜିଟିଭ ଚିହ୍ନଟ, ଆଉ 6 ଜଣଙ୍କ ମୁଣ୍ଡ ନେଲା କରୋନା

10

୨୪/୦୯/୨୧ (ଜିଲ୍ଲା ଖବର) : ପୁଣି ବାହାରିଲେ ପଜିଟିଭ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 539 କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେନଣ୍ଟାଇନରୁ 316 ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ 223 ଚିହ୍ନଟ ହୋଇଛନ୍ତି । 0 ରୁ 18 ବର୍ଷ ବୟସ ମଧ୍ୟରେ 77 ପଜିଟିଭ ଚିହ୍ନଟ ହୋଇଛନ୍ତି ।