Sunday, November 15, 2026
Home ଆଞ୍ଚଳିକ ନୀଳାଞ୍ଚଳ ନଗର ନିବାସୀ ଅଶ୍ୱିନୀ କୁମାର ନାୟକ ଓ ସୁନୀତା ସ୍ୱାଇଁ ଙ୍କ ଏକମାତ୍ର କନ୍ୟା...

ନୀଳାଞ୍ଚଳ ନଗର ନିବାସୀ ଅଶ୍ୱିନୀ କୁମାର ନାୟକ ଓ ସୁନୀତା ସ୍ୱାଇଁ ଙ୍କ ଏକମାତ୍ର କନ୍ୟା ଅଭିସ୍ପାଷା

6

ଗଞ୍ଜାମ,୨୩/୯(ଜିଲ୍ଲା ଖବର):
ପ୍ରିୟଦର୍ଶନୀ ଗତ ସପ୍ଟେମ୍ବର 19 ତାରିଖ ରେ ଦିଲ୍ଲୀ ର ତାଜ ସହର ଅଗ୍ରାରେ ଅନୁଷ୍ଠିତ ହୋଇଥିବା ମିସ ଲଣ୍ଡିଆ ପ୍ରତିଯୋଗିତାରେ ଯୋଗ ଦେଇ ଶ୍ରେଷ୍ଠସ୍ଥାନ ଅଧିକାର କରି ମୁକୁଟ ହାସଲ କରିଛନ୍ତି |ସେଠୀରେ ବିଭିନ୍ନ ରାଜ୍ୟରୁ 40 ଜଣ ସୁନ୍ଦରୀ ଯୋଗଦେଇଥିଲେ ସେଥିମଧ୍ୟରୁ ଢକ୍ଷିଣ ଓଡ଼ିଶାର ଅଭିଶପସା ଯୋଗ ଦେଇଥିଲେ | ସେ ନିଜର କଳା ଏବଂ ସଂସ୍କୃତି ର ପ୍ରଦର୍ଶନ କରି କୃତିତ୍ୱ ଲାଭ କରିଥିଲେ | ଯାହାଦ୍ୱାରା କି ସେ ମିସ ଟ୍ୟାଲେଣ୍ଟେଡ, ଓପ୍ରା ମିସ ଇଣ୍ଡିଆ ୟୁନିଭେର୍ସ,2021 ଟାଇଟଲ ହସଲକରିଥିଲେ |ମାତ୍ର 20 ବର୍ଷ ବୟସରେ The Dream house (ଗୋଦାବରୀଶ ନଗର )କୁ ଗଢି ତୋଳିଛନ୍ତି |ଯା ଦ୍ୱାରା କି ନୃତ୍ୟ, ସଙ୍ଗୀତ, କଳା ଏବଂ ମୋଡେଲଂ ର ଶିକ୍ଷା ଦିଆଯାଏ |ପଢ଼ାରେ ଏମ.ଏ.ସି କରି ଭାରତୀୟ ସେନା ବାହିନୀ ରେ ମିଲତାରୀ ପୋଲିସ ଭାବେ ଚୟନ ହୋଇଛନ୍ତି | ଏହି ସ୍ଥାନରେ ପହଁଞ୍ଚିବା ପାଇଁ ସେ ନିଜର ମା, ବାପା ଓ ବ୍ୟବସାୟ ସହକର୍ମୀ ଆଲୋକଙ୍କୁ ଶ୍ରେୟ ଦେଇଛନ୍ତି | ଆଗାମୀ ଦିନରେ ଅକ୍ଟବେର ମାସରେ ଗୋପାଳପୁର ଠାରେ ସେ ଏକ ସୁନ୍ଦର ଓ ସୁନ୍ଦରୀ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛନ୍ତି |ଯାହାକି Mr & Miss Silk City -2021 ନାମରେ ଘୋଷଣା କରିଛନ୍ତି |ତିନିମାସ ପୂର୍ବରୁ ଅଭିସପ୍ସା ସୁନ୍ଦରୀ ପ୍ରତିଯୋଗିତା ପାଇଁ ଚୟନ କରାଯାଇଥିଲା | ଯୋଉଁଥିପାଇଁ ତାକୁ ତିନୋଟି ସୋପାନ ଅତିକ୍ରମ କରିବାକୁ ପଡିଲା ଏବଂ ଅଭିଶପ୍ସା ଙ୍କ ଓଡ଼ିଶା ନୃତ୍ୟ ସମସ୍ତ ଦର୍ଶଜଙ୍କ ମନ ଛୁଇଁ ଥିଲା |
ରିପୋର୍ଟ : କୁନା ମିଶ୍ର