
ନୂଆଦିଲ୍ଲୀ, ୨୩/୦୯/୨୧ (ଜିଲ୍ଲା ଖବର) : ଆରପାରିରେ ପ୍ରସିଦ୍ଧ କୋରିଓଗ୍ରାଫର Shiamak Davar ଙ୍କ ମା’ Puran Davar । ବାର୍ଦ୍ଧକ୍ୟ ଜନିତ ରୋଗରେ ୯୯ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ଧରି ସେ ଅସୁସ୍ଥ ଥିଲେ । ତେବେ ତାଙ୍କର ଦେହାନ୍ତରେ ଅନେକ କଳାକାର ଦୁଃଖ ବ୍ୟକ୍ତ କରିଛନ୍ତି ।
Shiamak Davar ବଲିଉଡର ସବୁଠାରୁ ଜଣାଶୁଣା କୋରିଓଗ୍ରାଫରଙ୍କ ମଧ୍ୟରୁ ଜଣେ । ଫିଲ୍ମ’ଦିଲ ତ ପାଗଲ୍ ହେ’ ପାଇଁ ସେ ସର୍ବଶ୍ରେଷ୍ଠ କୋରିଓଗ୍ରାଫି ରାଷ୍ଟ୍ରିୟ ପୁରସ୍କାର ପାଇଥିଲେ । କେବଳ ବଲିଉଡ ନୁହେଁ, ବଲିଉଡ ସମେତ, ହଲିଉଡରେ ମଧ୍ୟ ସେ କାମ କରିଛନ୍ତି । ଅନେକ ବ୍ଲକବଷ୍ଟର ଫିଲ୍ମରେ ସେ କୋରିଓଗ୍ରାଫି କରିଛନ୍ତି ।


