Sunday, October 11, 2026
Home ଅପରାଧ ଦୁଇ ନାବାଳକଙ୍କୁ ସର୍ବସାଧାରଣରେ ଆଣ୍ଠେଇବା ବା ସହ ଉଠ ବସ୍ କରିବା ଅଭିଯୋଗ

ଦୁଇ ନାବାଳକଙ୍କୁ ସର୍ବସାଧାରଣରେ ଆଣ୍ଠେଇବା ବା ସହ ଉଠ ବସ୍ କରିବା ଅଭିଯୋଗ

33

ଭୁବନେଶ୍ୱର,୨୩/୦୯/୨୧ (ଜିଲ୍ଲା ଖବର) :  ରାଜଧାନୀରେ କଙ୍ଗାରୁକୋର୍ଟ । ଦୁଇ ନାବାଳକଙ୍କୁ ସର୍ବସାଧାରଣରେ ଆଣ୍ଠେଇବା ବା ସହ ଉଠ ବସ୍ କରିବା ଅଭିଯୋଗରେ ସାଲିଆ ସାହିରୁ 3 ଜଣ ମହିଳାଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି ।

ବିନା ଦୋଷରେ ଦଣ୍ଡ ଦେବା ସହ ୫୦୦୦ ହଜାର ଟଙ୍କା ଜୋରିମାନା କରିଥିଲେ ଏହି ତିନି ଜଣ ମହିଳା ।  ଏମାନେ ସାଲିଆ ସାହି ଅଞ୍ଚଳରେ ବହୁ ଦିନ ହେବ ଆତଙ୍କ ମଚାଉ ଥିବା ସୂଚନା ମିଳିଛି ।