Home ଆଞ୍ଚଳିକ ଆଜି ଅଯୋଧ୍ୟା ମାମଲା ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ।

ଆଜି ଅଯୋଧ୍ୟା ମାମଲା ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ।

34

ସାନଖେମୁଣ୍ଡି (ଜିଲ୍ଲା ଖବର) : ଆଜି ଅଯୋଧ୍ୟା ମାମଲା ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଶ୍ରୀରାମ ଭବ୍ୟ ମନ୍ଦିର ନିର୍ମାଣର୍ଥେ ସପକ୍ଷରେ ଯେଉଁ ରାୟ ଦେଇଛନ୍ତି ତାହାରି ମାଧ୍ୟମରେ ସାନଖେମୁଣ୍ଡି ଭାରତୀୟ ଜନତା ପାର୍ଟିର Media Cell & Social Media ର ଧନ୍ୟବାଦ ପ୍ରୋଗ୍ରାମ ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ବୁଦ୍ଧେଶ୍ବର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା।ଏଥିରେ ପରିଚାଳନା ଦାୟିତ୍ଵ ବହନ କରିଥିଲେ ସଭାପତି ସୁଦର୍ଶନ ଚୌଧୁରୀ, ଉପସଭାପତି ଶ୍ରୀକାନ୍ତ ସ୍ୱାଇଁ ଏବଂ ସାଧାରଣ ସମ୍ପାଦକ ନିରଞ୍ଜନ ସାହୁ ଓ ଏଥିରେ ଭାରତୀୟ ଜନତା ପାର୍ଟିର ବହୁ ସଂଖ୍ୟକ କର୍ମକର୍ତ୍ତା ଯୋଗଦାନ କରିଥିଲେ। ।