Tuesday, November 17, 2026
Home ଆଞ୍ଚଳିକ ବ୍ରହ୍ମପୁର ସ୍ଥାନୀୟ ଖଲିକୋଟ ଖେଳ ପଡିଆରେ ରୋଟାରି କ୍ଲବ ତରଫରୁ ବାସ୍କେଟବଲ ଅନୁଷ୍ଠିତ

ବ୍ରହ୍ମପୁର ସ୍ଥାନୀୟ ଖଲିକୋଟ ଖେଳ ପଡିଆରେ ରୋଟାରି କ୍ଲବ ତରଫରୁ ବାସ୍କେଟବଲ ଅନୁଷ୍ଠିତ

11

ବ୍ରହ୍ମପୁର,୨୧/୯(ଜିଲ୍ଲା ଖବର):
ସ୍ଥାନୀୟ ଖଲିକୋଟ ଖେଳ ପଡିଆରେ ରୋଟାରି କ୍ଲବ ତରଫରୁ ଆନ୍ତ
ସ୍କୁଲ ଓ କଲେଜ ବାସ୍କେଟ ବଲ 3 ଅନ 3
ପ୍ରତିଯୋଗିତା ହୋଇ ଯାଇଛି ଏଥିରେ ମୋଟ ସ୍କୁଲରୁ 16ଜଣ ପୁଅ ଓ 8ଜଣ ଝିଅ
ଭାଗ ନେଇଥିଲେ କଲେଜ ତରଫରୁ 7ପୁରୁଷ ଓ 4ମହିଳା ଭାଗ ନେଇ ଥିଲେ
ଏହି ଖେଳକୁ ଉଦଘାଟନ କରିଥିଲେ ବ୍ରହ୍ମ ପୁର ବିଧାୟକ ବିକ୍ରମ ପଣ୍ଡା ସ୍କୁଲ ସ୍ତରରେ
ପୁଅ ବିଭାଗରେ ସେଣ୍ଟ ଭୀନସେଣ୍ଟ ଓ ଝିଅ ବିଭାଗରେ କେନ୍ଦ୍ରୀୟ ବିଦ୍ୟାଳୟ ବିଜୟୀ ଲାଭ କରିଥିବା ବେଳେ କଲେଜ ପୁରୁଷ ବିଭାଗର ଡୁରା କଲେଜ ମହିଳା ବିଭାଗରେ ଖଲ୍ଲିକୋଟ କଲେଜ ଚମ୍ପିୟାନ ହୋଇଥିଲେ ପୁରା ଖେଳକୁ ପରିଚାଳନା (ରେଫେରୀ)କରୁଥିଲେ ନାଗେଶ୍ୱର ରାଓ, ସୁଧୀର ପରିଡା, ରାଜ ନାରାୟଣ ପାତ୍ର, ଓ ତୁଷାର କୁମାର ପରିଡା ଟୁର୍ନାମେଣ୍ଟ ମୁଖ୍ୟ ଆୟୋଜନ କରିଥିଲେ ରୋଟାରି କ୍ଲବ Rtn ମିତେନ୍ଦ୍ର ଭୂୟାଁ, ଚେୟାରମେନ Rtn
ରାଜ ନାରାୟଣ ପାତ୍ର, ପ୍ରେସିଡେଣ୍ଟ Rtn ମିହିର ରଞ୍ଜନ ପାଣିଗ୍ରାହୀ ଓ Hony ସେକେଟ୍ରି Rtn ଭେଙ୍କଟ ଆନନ୍ଦ କ୍ଲବର
20ଜଣ ସଦସ୍ୟ ଉପସ୍ଥିତ ରହି ଖେଳକୁ ପରିଚାଳନା କରୁଥିଲେ।

ରିପୋର୍ଟ : କୁନାମିଶ୍ର