Tuesday, November 17, 2026
Home ଆଞ୍ଚଳିକ ହିଂଜିଳି ଗସ୍ତରେ ଦୁଇ ରାଜ୍ୟସଭା ସାଂସଦ , ସହରର ବିକାଶ ଓ ସ୍କୁଲର ରୂପାନ୍ତରଣ କାର୍ଯ୍ୟ...

ହିଂଜିଳି ଗସ୍ତରେ ଦୁଇ ରାଜ୍ୟସଭା ସାଂସଦ , ସହରର ବିକାଶ ଓ ସ୍କୁଲର ରୂପାନ୍ତରଣ କାର୍ଯ୍ୟ ବୁଲି ଦେଖିଲେ

12

ହିଂଜିଳି କାଟୁ,୨୦/୯(ଜିଲ୍ଲା ଖବର):

ଦୁଇ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ଓ ଶ୍ରୀ ମୁନ୍ନା ଖାଁ ଆଜି ହିଞ୍ଜିଳି ଗସ୍ତରେ ଆସି ହିଞ୍ଜିଳିରେ ହୋଇଥିବା ବିକାଶ ଦେଖିଥିଲେ l ପରେ ଗତ କିଛି ଦିନ ତଳେ ହୋଇଥିବା ସ୍କୁଲର ରୂପାନ୍ତରଣ କାର୍ଯ୍ୟ ବୁଲି ଦେଖିବା ସହ ଖୁସି ଅନୁଭବ କରିଥିଲେ l ପ୍ରଥମେ ଦୁଇ ସାଂସଦ ହିଞ୍ଜିଳି ଗସ୍ତ କରି ସହର ସ୍ଥିତ ନେତାଜୀ ପାର୍କରେ ପହଁଚିଥିଲେ l ପରେ ସହର ଗୋଟେ ଗୋଟେ ବିକାଶ ଦେଖିଥିଲେ
ରିପୋର୍ଟ : ତାପସ କୁମାର ପଣ୍ଡା