
୨୦/୦୯/୨୧ (ଜିଲ୍ଲା ଖବର) : CHSEରେ ମୂଲ୍ୟାୟନରେ ଡ୍ରପଆଉଟ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ଉଚିତ ମୂଲ୍ୟାୟନ ଦାବିରେ ହାତ କାଟି ଦେଇଛନ୍ତି ଛାତ୍ରୀ। ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ଦାବିରେ ଆତ୍ମହତ୍ୟା ଉଦ୍ୟମ। ଦଶମ ମାର୍କ ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ଦାବି କରିଥିଲେ ଛାତ୍ରୀ। ଯୁକ୍ତ ଦୁଇ ଏକ୍ସ ରେଗୁଲାର ଡ୍ରପଆଉଟ୍ ଥିଲେ ଛାତ୍ରୀ। ରେଗୁଲାର ଛାତ୍ରଛାତ୍ରୀ ୨୦୨୧ ଆଗରୁ କାଉନସିଲର କୌଣସି ପରୀକ୍ଷାଦେଇନାହାଁନ୍ତି।
କିନ୍ତୁ ସେମାନଙ୍କ ଦଶମ ମାର୍କ ଆଧାରରେ ମୂଲ୍ୟାଙ୍କନ କରାଗଲା। କିନ୍ତୁ ଡ୍ରପଆଉଟ୍ ପିଲାଙ୍କୁ ପରୀକ୍ଷା ଦେବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି।


