
୨୦/୦୯/୨୧ (ଜିଲ୍ଲା ଖବର) :ଟସ ଜିତି ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ। ଆଇପିଏଲ ୨୦୨୧ ସିଜିନ-୨ର ପ୍ରଥମ ମ୍ୟାଚରେ ଚେନ୍ନାଇ ଟସ ଜିତିଛି। ଚେନ୍ନାଇ ୧୦ ପଏଣ୍ଡ ସହ ଦ୍ଵିତୀୟ ସ୍ଥାନରେ ଥିବା ବେଳେ ମୁମ୍ବାଇ ୮ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛି।
ମୁମ୍ବାଇ ଇଣ୍ଡିଆନ୍ସ : କ୍ୱିଣ୍ଟନ୍ ଡି କକ୍ (ୱିକେଟ କିପର), ଇଶାନ୍ କିଶାନ୍, ସୂର୍ଯ୍ୟକୁମାର ଯାଦବ, ଅନମୋଲପ୍ରୀତ ସିଂ, କିରନ୍ ପୋଲାର୍ଡ (ଅଧିନାୟକ), ସୌରଭ ତିୱାରୀ, କ୍ରୁନାଲ ପାଣ୍ଡ୍ୟା, ଆଦାମ ମିଲ୍ନେ, ରାହୁଲ ଚହର, ଜସପ୍ରୀତ ବୁମ୍ରା, ଟ୍ରେଣ୍ଟ ବୋଲ୍ଟ
ଚେନ୍ନାଇ ସୁପର କିଙ୍ଗ୍ସ : ଫାଫ୍ ଡୁ ପ୍ଲେସିସ୍, ରୁତୁରାଜ ଗାଇକୱାଡ, ମୋଇନ୍ ଅଲି, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ଏମଏସ ଧୋନି (ଅଧିନାୟକ /ୱିକେଟ କିପର), ରବିନ୍ଦ୍ର ଜାଡେଜା, ଡ୍ଵେନ ବ୍ରାଭୋ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ଜୋଶ ହେଜଲଉଡ



