Tuesday, November 17, 2026
Home ଆଞ୍ଚଳିକ ନଦୀରେ ଗାଧୋବାକୁ ଯାଇକି ଅଘଟଣ , ଋଷିକୂଲ୍ୟା ନଦୀରେ ଭାସିଗଲେ ଯୁବକ

ନଦୀରେ ଗାଧୋବାକୁ ଯାଇକି ଅଘଟଣ , ଋଷିକୂଲ୍ୟା ନଦୀରେ ଭାସିଗଲେ ଯୁବକ

20

ହିଞ୍ଜିଳି କାଟୁ,୧୯/୯(ଜିଲ୍ଲା ଖବର):
ଦମକଳ ବାହିନୀ ଦ୍ୱାରା ଅପେରସନ ଜାରି ।।।
ସୂଚନା ଅନୁସାରେ, ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଲକ ଅନ୍ତର୍ଗତ ପୁଟିଆ ପଦର ପଞ୍ଚାୟତ ସ୍ଥିତ ଥିବା ଋଷିକୂଲ୍ୟା ନଦୀରେ ଜଣେ ଯୁବକ ନଦୀରେ ଗାଧୋଇବା ବେଳେ ଭାସିଗଲେ ଯୁବକ , ଯୁବକ ଜଣକ ହେଉଛନ୍ତି ନନ୍ଦିକ ଗ୍ରାମର ମିଟୁ ଦାଶ (୩୦) , ସ୍ଥାନୀୟ ଲୋକେ ଜାଣି ସାରିବା ପରେ ହିଂଜିଳିକାଟୁ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ l ପରେ ଦମକଳ ବାହିନୀ ମାନେ ପହଁଚି ଅପେରସନ ଜାରି ରଖିଛନ୍ତି।

ରିପୋର୍ଟ : ତାପସ ପଣ୍ଡା