Saturday, November 14, 2026
Home ଆଞ୍ଚଳିକ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନଷ୍ଠିତ

ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନଷ୍ଠିତ

14

ହିଞ୍ଜିଳିକାଟୁ,୧୯/୯(ଜିଲ୍ଲା ଖବର):
ହିଞ୍ଜିଳିକାଟୁ ଜେ ଏମ ଏଫ ସି କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ  ବିଚାରପତି ରାଜଶ୍ରୀ ପଟ୍ଟନାୟକ ଙ୍କ ତତୁଧାନରେ  ଅନୁଷ୍ଠିତ ହୋଇଯାଇଛି ଲୋକଅଦାଲତ ରେ ଷ୍ଟେଟବେଙ୍କ ଅଫ ଇଣ୍ଡିଆ ହିଞ୍ଜିଳିକାଟୁ  ର 2ଲକ୍ଷ 69ହଜାର 8ସହ ଟଙ୍କା ଆଦାୟ ହୋଇଥିବା ବେଳେ ଜେ ଏମ ଏଫ ସି କୋର୍ଟ ର 6ଟି କେଶ ର ଫଇସଲା ହୋଇଥିଲା  ଷ୍ଟେଟବେଙ୍କ ଅଫ ଇଣ୍ଡିଆ ର ଶାଖା ପରିଚାଳକ ସତ୍ୟସିସ ପଟ୍ଟନାୟକ ଓକିଲ ସଙ୍ଘ ସଭାପତି ଦ୍ବିତିକୃଷ୍ଣ ସାବତ ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ ଷ୍ଟେଟ ବେଙ୍କ ଓକିଲ ରାମଚନ୍ଦ୍ର ମହାପାତ୍ର ବରିଷ୍ଠ ଓକିଲ ମୁକ୍ତିରମ ସାବତ,ନିରଞ୍ଜନ ସାହୁ, ମାନସ ରଞ୍ଜନ ପାଢ଼ୀ,ପ୍ରୋମଦ ଦଳାଇ, ମହେନ୍ଦ୍ର ପାତ୍ର, ଟୁନା ସେଠି ସମେତ ସମସ୍ତ ଓକିଲ ଓ କୋର୍ଟ କର୍ମଚାରୀ ମାନେ କାଯ୍ୟକ୍ରମ ରେ ସହଯୋଗ କରିଥିଲେ 
ରିପୋର୍ଟ : ତାପସ କୁମାର ପଣ୍ଡା