Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! Isha Koppikar

ଜନ୍ମଦିନର ଶୁଭେଚ୍ଛା ! Isha Koppikar

13

ନୂଆଦିଲ୍ଲୀ, ୧୯/୦୯/୨୧ (ଜିଲ୍ଲା ଖବର) : ଅଭିନୟ,ଡାନ୍ସ ତଥା ରାଜନୀତିରେ ମଧ୍ୟ ସକ୍ରିୟ Isha Koppikar । ଫିଲ୍ମ’ company’ ର ଗୀତ’ଖଲାସ’କୁ ନେଇ ବେଶ ଚର୍ଚ୍ଚାରେ ରହିଥିଲେ Isha । ଏଥିରେ ତାଙ୍କର ଆଇଟମ୍ ସଙ୍ଗ ବେଶ  ହିଟ ହୋଇଥିଲା । ୧୯୯୭ରେ ଫିଲ୍ମ’ଏକ୍ ଥା ଦିଲ ଏକ୍ ଥି ଧଡକନ୍’ ମାଧ୍ୟମରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । 

ଆଜି ହେଉଛି Isha Koppikarଙ୍କ ଜନ୍ମଦିନ । ୧୯ ସେପ୍ଟେମ୍ବର ୧୯୭୬ରେ ଜନ୍ମିତ Isha ହିନ୍ଦୀ ସିନେମା ବ୍ୟତୀତ, କନ୍ନଡ, ତାମିଲ, ତେଲଗୁ, ମରାଠୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । କଲେଜ୍ ସମୟରେ ସେ ଏକ ଫଟୋସୁଟ କରାଇଥିଲେ, ଯାହା ଦ୍ବାରା, ତାଙ୍କୁ ବିଗ୍ୟାପନରେ କାମ ମିଳିବା ଆରମ୍ଭ ହୋଇଥିଲା । ପ୍ରଥମେ ସେ  ତାମିଲ ଫିଲ୍ମରେ ଡେବ୍ୟୁ କରିବା ପରେ,  ୧୯୯୭ରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।