Tuesday, November 17, 2026
Home ଆଞ୍ଚଳିକ ଗତ 24 ଘଣ୍ଟାରେ 623 ନୂଆ ପଜିଟିଭ ଚିହ୍ନଟ, 95 ପିଲାଙ୍କୁ କରୋନା

ଗତ 24 ଘଣ୍ଟାରେ 623 ନୂଆ ପଜିଟିଭ ଚିହ୍ନଟ, 95 ପିଲାଙ୍କୁ କରୋନା

8

୧୯/୦୯/୨୧ (ଜିଲ୍ଲା ଖବର) : ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ 623 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେନଣ୍ଟାଇନରୁ 362 ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ 261 ଚିହ୍ନଟ ହୋଇଛନ୍ତି ।  0 ରୁ 18 ବର୍ଷ ବୟସ ମଧ୍ୟରେ 95 ଜଣ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ 5736 ଆକ୍ଟିଭ ମାମଲା ରହିଛି । ସେହିପରି କରୋନାରୁ ସୁସ୍ଥ ହୋଇଛନ୍ତି 1006320 ।