Tuesday, November 17, 2026
Home ଆଞ୍ଚଳିକ ଆଜିଠୁ ଆରମ୍ଭ IPL-14ର ଦ୍ୱିତୀୟ ସଂସ୍କରଣ,ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ

ଆଜିଠୁ ଆରମ୍ଭ IPL-14ର ଦ୍ୱିତୀୟ ସଂସ୍କରଣ,ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ

5

୧୯/୦୯/୨୧ (ଜିଲ୍ଲା ଖବର) :  ଆଜିଠୁ ଆରମ୍ଭ IPL-14ର ଦ୍ୱିତୀୟ ସଂସ୍କରଣ ।  UAEରେ ଖେଳାଯିବ ଫଟାଫଟ୍ କ୍ରିକେଟର ମୁକାବିଲା । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ।

ଦୁବାଇରେ ରାତି ୭.୩୦ ମିନିଟ୍‌ରେ ଆଇପିଏଲ୍‌ ଇତିହାସର ଦୁଇ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମୁକାବିଲାରୁ ଏହି ଲୋକପ୍ରିୟ ତଥା ଲୋଭନୀୟ ଲିଗ୍‌ ପ୍ରତ୍ୟାବର୍ତ୍ତନ କରିବ । ଦୀର୍ଘ ୪ ମାସ ପରେ ଲିଗ୍‌ ଆରମ୍ଭ ହେଉଛି । କରୋନା ସଂକ୍ରମଣ କାରଣକୁ ସ୍ଥଗିତ ହୋଇଥିଲା ଆଇପିଏଲ୍ ।