
ବାଲେଶ୍ୱର,୧୮/୦୯/୨୧ (ଜିଲ୍ଲା ଖବର) : ଖୋଲିବ ଧଳା ଜହର କାରବାରର ଗୁମର । ବ୍ରାଉନସୁଗାରର ପେଣ୍ଠସ୍ଥଳ ପାଲଟିଛି ବାଲେଶ୍ଵର ଜଳେଶ୍ୱର ।ଡ୍ରଗ୍ସ ମାଫିଆ ମନତାଜକୁ ଗିରଫ କଲା ଜଳେଶ୍ୱର ପୋଲିସ ।
ଅନ୍ତଃରାଜ୍ୟ ବ୍ରାଉନ ସୁଗାର ବିତରଣର ରହିଛି ମୁଖ୍ୟ ଭୂମିକା ।
ଦୁଇବର୍ଷରୁ ଅଧିକ ସମୟ ଧରି ପୋଲିସ କୁ ଚକମା ଦେଉଥିଲା ମନତାଜ ।
ଜଳେଶ୍ୱର ହାଟ ଭିତରୁ ଡିଲ ସମୟରେ ଧରିଲା ପୋଲିସ ।
ବିପୁଳ ପରିମାଣର ବ୍ରାଉନ ସୁଗାର ସହ ନଗଦ ଟଙ୍କା ଜବତ କରିଛି ପୋଲିସ ।



