Tuesday, October 13, 2026
Home ଆଞ୍ଚଳିକ ଫୁଲବାଣୀ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ଚାଳକ ଦିବସ ପାଳନ

ଫୁଲବାଣୀ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ଚାଳକ ଦିବସ ପାଳନ

6

ଫୁଲବାଣୀ,୧୭/୯(ଜିଲ୍ଲା ଖବର):

ଆଜି ଦିନଟି ହେଉଛି ସାରା ରାଜ୍ୟରେ ଚାଳକ ମାନଙ୍କ ପାଇଁ ଏକ ଗୌରବର ଦିନ ଆଜି ସାରା ଓଡିଶା ରେ ଚାଳକ ଦିବସ ପାଳିତ ହେଉଛି ସେହିପରି ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀ ଶାଖା ତରଫରୁ ମଧ୍ୟ ଚାଳକ ଦିବସ ପାଳନ ହୋଇଚି ! ଉକ୍ତ ଚାଳକ ଦିବସରେ ସଙ୍ଘ ର ବୟସ୍କ ଚାଳକ ଭାଇ ମାନଙ୍କୁ ସମ୍ମାନିତ କରିବା ସହ କରୋନା ସଚେତନ ନିମନ୍ତେ ମାକ୍ସ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଓଡିଶା ମୋଟର ଚାଳକ ସଂଘ ଫୁଲବାଣୀ ଶାଖା ର ସଭାପତି ବାସବ କଂହର ଉପସଭାପତି ହିମାଂଶୁ ମହାନ୍ତି ସମ୍ପାଦକ ପ୍ରେମାନନ୍ଦ ଦିଗାଲ କୋଷାଧକ୍ଷ ନରେନ୍ଦ୍ର ନାୟକ ଏବଂ ସଙ୍ଘ ର ସମସ୍ତ ସଭ୍ୟ ବୃନ୍ଦଙ୍କ ଉପସ୍ତିତି ରେ ଚାଳକ ଦିବସ ପାଳିତ ହୋଇ ଥିଲା ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍