Tuesday, October 13, 2026
Home ଆଞ୍ଚଳିକ ଏକ କୋଟି ଚାରା ରୋପଣ କରିବେ ଗୃହମନ୍ତ୍ରୀ ଅମିତ ଶାହା

ଏକ କୋଟି ଚାରା ରୋପଣ କରିବେ ଗୃହମନ୍ତ୍ରୀ ଅମିତ ଶାହା

4

୧୭/୦୯/୨୧ (ଜିଲ୍ଲା ଖବର) : ଏକ କୋଟି ଚାରା ରୋପଣ କରିବେ ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ରୀୟ ସୁରକ୍ଷା ବଳ ଦ୍ଵାରା ଅଖିଳ ଭାରତୀୟ ବୃକ୍ଷରୋପଣ ଅଭିଯାନ-୨୦୨୧ ଜାରି ରହିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ଆଜି ସିଆରପିଏଫ ସେଣ୍ଟର ନାନ୍ଦେଡ, ମହାରାଷ୍ଟ୍ରରେ ବୃକ୍ଷ ରୋପଣ କରିବେ ।

ଆଜି ଦିବା ୧୧ଟା ୫୦ ମିନିଟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଅଖିଳ ଭାରତୀୟ ବୃକ୍ଷରୋପଣ ଅଭିଯାନ-୨୦୨୧ ଅଧିନରେ ଏହି କାର୍ଯ୍ୟକ୍ରମ ହେବ।