Wednesday, July 22, 2026
Home ଜାତୀୟ ପ୍ରଦୂଷଣ ଓ ବାତ୍ୟାକୁ ନେଇ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

ପ୍ରଦୂଷଣ ଓ ବାତ୍ୟାକୁ ନେଇ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

15
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ ୭/୧୧ :  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଦୂଷଣ ଯୋଗୁ ଉତ୍ତର ଭାରତର ବିଭିନ୍ନ ଭାଗରେ ଦେଖାଦେଇଥିବା ପରିସ୍ଥିତି ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।ପଶ୍ଚିମ ଭାରତରେ କେତେକ ଭାଗରେ ବାତ୍ୟା ପରିସ୍ଥିତି ଯୋଗୁ ଦେଖାଦେଇଥିବା ପରିସ୍ଥିତି ସମ୍ବନ୍ଧରେ ମଧ୍ୟ ସେ ସମୀକ୍ଷା କରିଛନ୍ତି ।

ସ୍ରୋତ-ପିଆବି