
୧୭/୦୯/୨୧ (ଜିଲ୍ଲା ଖବର) : ଦିନକରେ କରୋନାରେ 4 ଜଣ ପ୍ରାଣ ହରାଇଛନ୍ତି । ଭଦ୍ରକରୁ ଜଣେ, କଟକରୁ ଜଣେ, ଜଗତସିଂହପୁରରୁ ଜଣେ ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 8,122କୁ ବୃଦ୍ଧି ପାଇଛି ।
ସେହିପରି ଗତ 24 ଘଣ୍ଟାରେ ନୂଆ ୬୮୧ଜଣ ସୁସ୍ଥ ହୋଇଛନ୍ତି । ମୋଟ କୋଭିଡ୍ – ୧୯ ଟେଷ୍ଟ ୧୯୧୨୮୨୫୩ ହୋଇଥିବାବେଳେ ମୋଟ ଆକ୍ରାନ୍ତ ହୋଇଛନ୍ତି ୧୦୧୮୯୨୬ । ମୋଟ ସୁସ୍ଥ ହେଲେଣି ୧୦୦୪୮୪୫ । ଏବେ ୫୯୦୬ ଆକ୍ଟିଭ ମାମଲା ରହିଛି ।


