Wednesday, November 11, 2026
Home ଆଞ୍ଚଳିକ ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ବୈତରଣୀ ନଦୀ

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ବୈତରଣୀ ନଦୀ

4

୧୭/୦୯/୨୧ (ଜିଲ୍ଲା ଖବର) : ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡରେ ପ୍ରବଳ ପାଣି ପ୍ରବାହିତ ହୋଇଥିଲା ବେଳେ ଏବେ ତଳିଆ ଅଞ୍ଚଳରେ ବନ୍ୟା ଦେଖା ଦେଇଛି । ଜଳେଶ୍ଵର ରାଜଘାଟଠାରେ ଜଳସ୍ତରର ବିପଦ ସଙ୍କେତ ୧୦.୩୬ ମିଟର ରହିଥିଲା ବେଳେ ଏବେ ଜଳସ୍ତର ୧୧ ମିଟର ଉପରେ ପ୍ରବାହିତ ହେଉଥିବା ଜଣାପଡିଛି।

ବନ୍ୟାଜଳ ବାଳିଆପାଳ ବ୍ଲକର ୫ଟି ପଞ୍ଚାୟତ ବିଷ୍ଣୁପୁର, ଅସ୍ତି, ମଧୁପୁରା, ବାଲିଆପାଳ, ଯାମକୁଣ୍ଡା ଆଦି ଗାଁରେ ପ୍ରବେଶ କରିଛି।