୧୭/୦୯/୨୧ (ଜିଲ୍ଲା ଖବର) : ଗତ 24 ଘଣ୍ଟା ମଧ୍ୟରେ ଓଡିଶାରେ ପୁଣି 628 ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେନଣ୍ଟାଇନରୁ 367 ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ 261 ଚିହ୍ନଟ ହୋଇଛନ୍ତି । ସେହିପରି 0 ରୁ 18 ବର୍ଷ ମଧ୍ୟରେ 96 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।