Tuesday, November 17, 2026
Home ଆଞ୍ଚଳିକ ବ୍ରହ୍ମପୁର ମୂଖ୍ୟ ରାସ୍ତା ଗୋକର୍ଣପୁର ବ୍ରିଜ ନିକଟରେ ଅଘଟଣ

ବ୍ରହ୍ମପୁର ମୂଖ୍ୟ ରାସ୍ତା ଗୋକର୍ଣପୁର ବ୍ରିଜ ନିକଟରେ ଅଘଟଣ

34

ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତା ଗୋକର୍ଣପୁର ବ୍ରିଜ ନିକଟରେ ଅଘଟଣ।ଶୌଚ କରିବାକୁ ଯାଇଥିବା ବେଳେ ଅଜଣା ଗାଡି ଧକ୍କା ରେ ଦୁଇ ଜଣ ମହିଳା ମୃତ।ମୃତକ ଦୁଇ ଜଣ ମହିଳା ହେଲେ ଗୋକର୍ଣପୁର ଗ୍ରାମର ତମାଳ ବିନ୍ଧାଣି 50 , ଚିନାରୀ ବାଙ୍ଗାରି 65 ।।ରାସ୍ତା ଉପରେ ପଡି ରହିଛି ଦୁଇଟି ଶବ।ଯାନବାହନ ଚଳାଚଳ ବାଧା ପ୍ରାପ୍ତ।ସ୍ଥାନୀୟ ଲୋକେ ରାସ୍ତା ରୋକ କରିଥିବା ସୂଚନା।