
ଅନୁଗୁଳ,୧୪/୦୯/୨୧ (ଜିଲ୍ଲା ଖବର) : ଅନୁଗୁଳ ଜିଲ୍ଲା ତାଳଚେର ରୋଡ୍ ପାଖରେ ଓଲଟିଲା ମାଲବାହୀ ଟ୍ରେନ୍ । ଗହମ ବୋଝେଇ ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଛି । ଭୋଗବେରଣୀ ନିକଟରେ ଥିବା ପୋଲ ଧସିଥିବାରୁ ମାଲବାହୀ ଟ୍ରେନ ଲାଇନଚ୍ୟୁତ ଯୋଗୁଁ ୧୨ଟି ଟ୍ରେନ ବାତିଲ ହୋଇଛି । ଲୋକୋ ପାଇଲଟ ସମେତ ଅନ୍ୟ ଷ୍ଟାଫ୍ ସୁରକ୍ଷିତ ଥିବା ସୂଚନା ରହିଛି । ଘଟଣା ସ୍ଥଳରେ



