Sunday, October 11, 2026
Home ଆଞ୍ଚଳିକ ଲଗାଣ ବର୍ଷା ଯୋଗୁଁ ବେହାଲ ଫୁଲବାଣୀ ସହର

ଲଗାଣ ବର୍ଷା ଯୋଗୁଁ ବେହାଲ ଫୁଲବାଣୀ ସହର

15

ସ୍ଳୋଗ – ଲଗାଣ ବର୍ଷା ଯୋଗୁଁ ବେହାଲ ଫୁଲବାଣୀ ସହର।
ଆଙ୍କର – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ରେ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି l ଗତ କାଲି ସନ୍ଧ୍ୟା ସମୟରୁ ଲଗାଣ ବର୍ଷା ଲାଗିରହିଛି l ପିଲାସଲୁଙ୍କି ନଦୀରେ ବନ୍ୟା ଜଳ ପ୍ରବାହିତ ହେବାକୁ ଲାଗିଛି l ନଦୀଖଣ୍ଡି ସାହି ନିକଟରେ ଥିବା ପୋଲ ଉପରେ ଦୁଇଫୁଟ ପାଣି ପ୍ରବାହିତ ହେଉଛି ଯାହାପରେ ଦୁଇ ନମ୍ବର୍ ୱ୍ଆର୍ଡ ଡାକାପଲା ବାହ୍ୟଜଗତରୁ ବିଛିନ୍ନ ହୋଇଛି l ସେହିବଳି ଦଶ ନମ୍ବର ୱ୍ଆର୍ଡ କୁମ୍ଭାରପଡ଼l ମଧ୍ୟ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି l ସହର ର ବହୁ ଘର ଭିତରେ ପାଣି ପଶିବାର ଦେଖିବାକୁ ମିଳିଛି l ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର