Wednesday, November 11, 2026
Home ଆଞ୍ଚଳିକ ଗତ 24 ଘଣ୍ଟା ମଧ୍ୟରେ 649 ପଜିଟିଭ୍ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ 649 ପଜିଟିଭ୍ ଚିହ୍ନଟ

4

୧୨/୦୯/୨୧ (ଜିଲ୍ଲା ଖବର) : ଉପର ତଳ ହେଉଛି କରୋନା ଗ୍ରାଫ । ଆଜି ରାଜ୍ୟରେ ପୁଣି 649 ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ 381 ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ 268 ଚିହ୍ନଟ ହୋଇଛନ୍ତି । 0-18 ବର୍ଷ ମଧ୍ୟରେ 103 ଜଣ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ 6957 ଆକ୍ଟିଭ ମାମଲା ରହିଥିବାବେଳେ 1001254 ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।