କଟକ କନ୍ଦରପୁର ଅଞ୍ଚଳରେ ଗୁଳିକାଣ୍ଡ, ଜଣେ ଆହତ

6

କଟକ, ୦୯/୦୯/୨୧(ଜିଲ୍ଲା ଖବର) :  କଟକ କନ୍ଦରପୁର ଅଞ୍ଚଳରେ ଗୁଳିକାଣ୍ଡ । ଘଟଣାରେ ଜଣେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ଏସସିବି ଅଣାଯାଇଛି । ଆହତ ବ୍ୟକ୍ତି ଜଣେ ବ୍ୟବସାୟୀ ବୋଲି ଜଣାପଡ଼ିଛି । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।