Friday, November 13, 2026
Home ଆଞ୍ଚଳିକ ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ କମ୍ପିଲା ବିଧାନସଭା

ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ କମ୍ପିଲା ବିଧାନସଭା

13

ଭୁବନେଶ୍ୱର,୦୯/୦୯/୨୧(ଜିଲ୍ଲା ଖବର) :   ମୌସୁମୀ ଅଧିବେଶନର ଶେଷ ଦିନରେ ଗୃହରେ ହଟଗୋଳ  । ଖଣି ଦୁର୍ନୀତି ମୁଲତବୀକୁ ବାଚସ୍ପତି ଗ୍ରହଣ ନ କରିବା ଓ କୁଜଙ୍ଗର ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ହୋ ହାଲ୍ଲା କରିଛନ୍ତି ବିରୋଧୀ ସଦସ୍ୟ  ।  ବାଚସ୍ପତିଙ୍କ ପୋଡିୟମ ତଳେ  ଉଭୟ ସଦସ୍ୟ  ନାରବାଜି କରିଥିଲେ । ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ବିରୋଧୀ ହଟ୍ଟଗୋଳ  କରିଥିଲେ।  ଦିନ  4ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ।