
ଆସିକା,୦୮/୦୯/୨୧ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବୁଢ଼ା ଆମ୍ବ ଚମ୍ପେଇତପୁର ଗ୍ରାମର ୭୦ ବର୍ଷୀୟା ସୁଶୀଳା ରାଉତ ନିଜ ପାରିବାରିକ କଳହ କୁ ନେଇ ଗତକାଲି ରାତିରେ କବିସୂର୍ଯ୍ୟନଗର ଥାନା କୁ ଆସି ଅଚେତ ହୋଇପଡ଼ିଥିଲେ ।ତାଙ୍କୁ ଚିକିତ୍ସା ନିମନ୍ତେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରିବାରର।କଳହ କୁ ନେଇ ତ୍ରିନାଥ ମନ୍ଦିର ପରିସରରେ ପଡ଼ି ଅଚେତ । ମେଡିକାଲରେ ଡ଼ାକ୍ତର ମୃତ୍ୟୁ ଘୋଷଣା କଲେ ।


