Monday, November 16, 2026
Home ଆଞ୍ଚଳିକ ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ଆତଙ୍କ

ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ଆତଙ୍କ

15

ନୂଆଦିଲ୍ଲୀ, ୦୮/୦୯/୨୧ (ଜିଲ୍ଲା ଖବର) : ୟୁପିର ଅନେକ ଜିଲ୍ଲାରେ ଭାଇରାଲ୍ ଜ୍ୱର ଏବଂ ଡେଙ୍ଗୁ ବଢିବାରେ ଲାଗିଛି।  ସେହିପରି  ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଡେଙ୍ଗୁ ରୋଗରେ ତୀବ୍ର ବୃଦ୍ଧି ଘଟିଛି।  ଦିଲ୍ଲୀରେ ଚଳିତ ବର୍ଷ ପାଖାପାଖି ୧୨୪ ମାମଲା ଡେଙ୍ଗୁର ମିଳିଛି। ଗତ ବର୍ଷ କେବଳରେ ୯୬ ମାମଲା ଡେଙ୍ଗୁର ଥିଲା। ମ୍ୟାଲେରଆ ୫୭ ଏବଂ ଚିକନଗୁନିଆ ର ମାମଲା ୩୭ ରେକର୍ଡ କରାଯାଇଥିଲା।

ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ଆକଳନ ଦର୍ଶାଉଛି ଯେ ପ୍ରାୟ 55 ପ୍ରତିଶତ ଡେଙ୍ଗୁ ରୋଗ ଏପରି, ଯେଉଁଥିରେ ନିଗମ ଏପର୍ଯ୍ୟନ୍ତ ରୋଗୀଙ୍କୁ ଚିହ୍ନଟ କରି ନାହିଁ।