Sunday, November 15, 2026
Home ଆଞ୍ଚଳିକ ଆରଏସଏସକୁ ତାଲିବାନ ସହ ତୁଳନା କରି ବିବାଦରେ ଜାଭେଦ ଅଖ୍‌ତର

ଆରଏସଏସକୁ ତାଲିବାନ ସହ ତୁଳନା କରି ବିବାଦରେ ଜାଭେଦ ଅଖ୍‌ତର

14

୦୮/୦୯/୨୧ (ଜିଲ୍ଲା ଖବର) : ବିବାଦରେ ଜାଭେଦ ଅଖ୍‌ତର । ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖ୍‌ତର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ବିଶ୍ୱ ହିନ୍ଦୁ ପରିଷଦକୁ ତାଲିବାନ ସହ ତୁଳନା କରିବା ପରେ ବିବାଦରେ ଫସିଛନ୍ତି ।

 ସାରା ଦେଶରେ ତାଙ୍କର ଏହି ବକ୍ତବ୍ୟକୁ ନେଇ ବିରୋଧ  ବଢିବାରେ ଲାଗିଛି । ଅନ୍ୟ ପକ୍ଷରେ ଶିବସେନା ଜାଭେଦ ଅଖ୍‌ତରଙ୍କ ଏହି ବିବାଦୀୟ ବକ୍ତବ୍ୟକୁ ନେଇ ବର୍ଷିଛି ।