Sunday, November 15, 2026
Home ଆଞ୍ଚଳିକ ରାଜ୍ୟରେ ଚିହ୍ନଟ ହେଲେ ଆକ୍ରାନ୍ତ, ଆଉ ୭ ଜୀବନ ନେଲା କରୋନା

ରାଜ୍ୟରେ ଚିହ୍ନଟ ହେଲେ ଆକ୍ରାନ୍ତ, ଆଉ ୭ ଜୀବନ ନେଲା କରୋନା

7
New Delhi, Dec 12 (ANI): Health workers collect swab samples from COVID suspected people at Anand Vihar bus terminal, in New Delhi on Saturday. (ANI photo)

ଭୁବନେଶ୍ୱର,୦୭/୦୯/୨୧ (ଜିଲ୍ଲା ଖବର) : ଆଜି ରାଜ୍ୟରେ 638 କରୋନା ଆକ୍ରାନ୍ତ ଚିହ୍ନଟ। ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 372 ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି 266। ଏହାସହ ୧୮ ବର୍ଷରୁ କମ୍‌ ପିଲା 93 ଜଣଙ୍କ ଆକ୍ରାନ୍ତ ହୋଇଛନ୍ତି। 

ରାଜ୍ୟରେ ଆଜି ଆଉ ୭ଜଣଙ୍କ ଜୀବନ ନେଲା କରୋନା। 
ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।