Sunday, October 11, 2026
Home ଆଞ୍ଚଳିକ ଶ୍ରୀମନ୍ଦିର ରତ୍ନ ସିଂହାସନ ଭିତରେ ପ୍ରବେଶ କରି ଭକ୍ତ ଅଟକ

ଶ୍ରୀମନ୍ଦିର ରତ୍ନ ସିଂହାସନ ଭିତରେ ପ୍ରବେଶ କରି ଭକ୍ତ ଅଟକ

20

ପୁରୀ,୦୭/୦୯/୨୧ (ଜିଲ୍ଲା ଖବର) :  ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେ ପ୍ରବେଶ କଲେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଚାଲିଥିବା ବେଳେ ଜଣେ ଶ୍ରଦ୍ଧାଳୁ  ଗର୍ଭଗୃହ ଭିତରକୁ ପ୍ରବେଶ କରିଛନ୍ତି ।  ଶ୍ରଦ୍ଧାଳୁ  ଜଣଙ୍କ ଧୁକୁଡି ଦ୍ୱାର ଦେଇ ଦର୍ଶନ ପାଇଁ ପଶିଯାଇଥିଲେ ।  ଏହା ଜାଣିବା ପରେ ଜେଟିପି ଓ ପୋଲିସ ଉଭୟ ଭକ୍ତ ଜଣଙ୍କୁ  ଅଟକ ରଖିଛନ୍ତି ।