Tuesday, October 13, 2026
Home ଅପରାଧ ଖୋର୍ଦ୍ଧା କୁମାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ବ୍ରାଉନସୁଗର ଜବତ, ବିଟେକ୍ ଛାତ୍ର ଗିରଫ

ଖୋର୍ଦ୍ଧା କୁମାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ବ୍ରାଉନସୁଗର ଜବତ, ବିଟେକ୍ ଛାତ୍ର ଗିରଫ

8

ଭୁବନେଶ୍ୱର,୦୪/୦୯/୨୧ (ଜିଲ୍ଲା ଖବର) :  ଖୋର୍ଦ୍ଧାର କୁମାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ 1 କେଜି 34 ଗ୍ରାମ ବ୍ରାଉନସୁଗର ଜବତ । ଜବତ ବ୍ରାଉନସୁଗର ମୂଲ୍ୟ ପ୍ରାୟ 1 କୋଟି ଟଙ୍କା ହେବ ।

ମନୋରଞ୍ଜନ  ଦାସ ନାମକ ଜଣେ ବିଟେକ୍ ଗ୍ରାଜୁଏଟକୁ ଗିରଫ କରିଛି ଏସଟିଏଫ୍ ।  2020ରୁ ବର୍ତ୍ତମାନ ସୁଦ୍ଧା 39 କେଜି ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଏହି ମାମଲାରେ 100 ଜଣଙ୍କୁ ଗିରଫ କରାଯାଇଛି  ।