Home ଆଞ୍ଚଳିକ ପ୍ରତିବାଦରେ ଗଣଧାରଣା ଦେଲେ 33ଟି ଗାଁର ପ୍ରତିନିଧି

ପ୍ରତିବାଦରେ ଗଣଧାରଣା ଦେଲେ 33ଟି ଗାଁର ପ୍ରତିନିଧି

6

୦୩/୦୯/୨୧ (ଜିଲ୍ଲା ଖବର) :  ବ୍ୟାପକ ପ୍ରଦୂଷଣରେ ନଷ୍ଟ ହେଉଛି ଚାଷ ବାସ । ଏଭଳି ଏକ ପ୍ରସଙ୍ଗରେ ଆଜି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ସାନକେରାଜଙ୍ଗ ଓ ବଡ଼କେରାଜାଙ୍ଗ ଗ୍ରାମପଞ୍ଚାୟତର 33ଟି ଗାଁର ପ୍ରତିନିଧି ଗଣଧାରଣା ଦେଇଛନ୍ତି ।

ନିଶା ଶିଳ୍ପାଞ୍ଚଳ ସିଧାଵଣୀ ଛକ ଠାରେ ଗଣଧାରଣା ଦେଇଛନ୍ତି । ବିଶେଷ ଭାବେ JSPL ଦ୍ୱାରା ପ୍ରଦୂଷଣ ଜନିତ କ୍ଷୟକ୍ଷତି, ସିଏସଆର ତରଫରୁ ଉନ୍ନୟନମୂଳକ କାର୍ଯ୍ୟ କରିବା, ବିସ୍ଥାପିତ ଓ ଜମିହରା ପ୍ରଜାଙ୍କୁ ଚାକିରି ଆଦି ଦାବି ହୋଇଛି ।