Home ଆଞ୍ଚଳିକ ଇତିହାସ ସୃଷ୍ଟି କଲା ଷ୍ଟକ ମାର୍କେଟ

ଇତିହାସ ସୃଷ୍ଟି କଲା ଷ୍ଟକ ମାର୍କେଟ

10

୦୩/୦୯/୨୧ (ଜିଲ୍ଲା ଖବର) : ଇତିହାସ ସୃଷ୍ଟି କଲା ଷ୍ଟକ ମାର୍କେଟ । ପ୍ରଥମଥର 58 ହଜାର ପାର୍ କଲା ସେନସେକ୍ସ । ନିଫ୍ଟି ବି ଛୁଇଁଲା 17 ହଜାର 300 ମାର୍କ । ଗତକିଛିଦିନ ଧରି ଭଲ ପ୍ରଦର୍ଶନ କରୁଛି ସେୟାର ମାର୍କେଟ  ।

ଅଟୋ, ବ୍ୟାଙ୍କ, BSE ମିଡକ୍ୟାପ ଓ ସ୍ମଲ କ୍ୟାପ ଭଲ ପ୍ରଦର୍ଶନ କରିଛି ।  ଗ୍ଲୋବାଲ ମାର୍କେଟରୁ ବି ମିଳିଲା ଶୁଭ ସଙ୍କେତ । କରୋନା ପାଇଁ ଆର୍ଥିକ ଅବସ୍ଥା ଦୁର୍ବଳ ଥିବା ବେଳେ ଏବେ ମାର୍କେଟରୁ ଭଲ ଖବର ନିବେଶକଙ୍କ ବିଶ୍ବାସକୁ ଫେରାଉଛି ।