Wednesday, November 11, 2026
Home ଆଞ୍ଚଳିକ ଅନ୍ତର୍ଜାତୀୟ ଜଳବାୟୁ ସମ୍ମିଳନୀ ୨୦୨୧କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଅନ୍ତର୍ଜାତୀୟ ଜଳବାୟୁ ସମ୍ମିଳନୀ ୨୦୨୧କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

6

୦୩/୦୯/୨୧ (ଜିଲ୍ଲା ଖବର) :  ଆଜି ଅନ୍ତର୍ଜାତୀୟ ଜଳବାୟୁ ସମ୍ମିଳନୀ ୨୦୨୧କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ଶକ୍ତିମନ୍ତ୍ରୀ ରାଜ କୁମାର ସିଂ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ ମୁକେଶ ଅମ୍ବାନି ଏବଂ ଭାରତ ଓ ୟୁରୋପର ଉଚ୍ଚ ପଦାଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିବେ ।

ଅଗଷ୍ଟ ୧୫ରେ ଜାତୀୟ ହାଇଡ୍ରୋଜେନ ମିଶନ ଆରମ୍ଭ କରିବାକୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ସବୁଜ ହାଇଡ୍ରୋଜେନ ଉତ୍ପାଦନ ଓ ରପ୍ତାନୀ ପାଇଁ ଭାରତକୁ ବିଶ୍ବସ୍ତରୀୟ ହବ କରିବା ତାଙ୍କ ସରକାରଙ୍କ ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।