
ରାୟଗଡା ଜିଲ୍ଲା,୩/୯(ଜିଲ୍ଲା ଖବର):
ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଚାଟିକଣା ଗ୍ରାମର ଅଜୟ ସୁନା ପିତା ସ୍ବର୍ଗତ ବିପିନ ସୁନା ନିୟମଗିରି ଉଚ୍ଚ ବିଦ୍ୟାଳୟ ରେ ଦଶମ ଉତ୍ତୀର୍ଣ୍ଣ କରିବା ପରେ ବିଷମ କଟକ ମା ମାର୍କମା କଲେଜ ରେ ଯୁକ୍ତ ୨ ପାସ କରିଥିଲେ ତାପରେ iti କରିଥିଲେ ହେଲେ ୨୦୧୮ ରେ ମା ବି ସବୁଦିନ ପାଇଁ ଛାଡି ଚାଲିଗଲେ ହେଲେବି ଅନ୍ଧାର ଭିତରେ ଆଲୁଅ ଖୋଜିଥିଲେ ସେ ୨୦୧୬ ରେ ମନ ସ୍ତିର କରିଲେ ମୋଡ଼ଲିଂ ରେ କେରିଆର କରିବେ ବୋଲି ଚିନ୍ତା କରିଲେ ଜୀବନ ର ସଂଘର୍ଷ ଆରମ୍ଭ କରିଥିଲେ ୪ବର୍ଷ ମୋଡ଼ଲିଂ କରିଲା ପରେ ସେ ୨୦୨୦ରେ ମିଷ୍ଟର ଛତିଶଗଡ଼ ପାଇଥିଲେ ସଂଘର୍ଷ କମ ନଥିଲା ଅଡିସନ ରେ ପ୍ରାୟ ୧୨୦୦ ପ୍ରତିଯୋଗି ଭିତରୁ ୧ ନମ୍ବର ହାସଲ କରିଥିଲେ ଗର୍ଵ ର କଥା ଯେ ଯିଏ ଘାତ ପ୍ରତିଘାତ କୁ ଖାତିର ନ କରି ଆଜି ହଟଟେଲେଣ୍ଟ ସୋ ରେ ଜଯ ହେଉଛନ୍ତି ରାଇପୁର ହେବାକୁ ଯାଉଥିବା ସୋ
ଏହାହିଁ ସଂଘର୍ଷ ର ଅନ୍ୟନାମ ସଫଳତା ରାଜ୍ୟ ସରକାର ଓ ଓଡ଼ିଶା ଫିଲ୍ମ ଇଣ୍ଡୋଷ୍ଟ୍ରରି ର ଡିରକଟର ମାନେ ଏହି ଅଜୟ ସୁନା ଙ୍କୁ ଗୋଟିଏ ସୁଯୋଗ ଦେଲେ ସେ ତାଙ୍କ ପ୍ରତିଭା ଦେଖେଇ ପାରିବେ ।
ରିପୋର୍ଟ : ପ୍ରସନ କୁମାର ପଣ୍ଡା






