Sunday, November 15, 2026
Home ଆଞ୍ଚଳିକ ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ, ଷ୍ଟାଫ୍ ସିଲେକ୍ସନରେ ଦୁର୍ନୀତି ପ୍ରସଙ୍ଗ ଉଠାଇଲା କଂଗ୍ରେସ

ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ, ଷ୍ଟାଫ୍ ସିଲେକ୍ସନରେ ଦୁର୍ନୀତି ପ୍ରସଙ୍ଗ ଉଠାଇଲା କଂଗ୍ରେସ

6

ଭୁବନେଶ୍ୱର,୦୩/୦୯/୨୧ (ଜିଲ୍ଲା ଖବର) : ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ ।  ଆଜି ବି ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି ।

ଆରମ୍ଭରୁ କଂଗ୍ରେସ ରାଜ୍ୟର ଷ୍ଟାଫ୍ ସିଲେକ୍ସନରେ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲା । ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟଗୋଳ କରିଥିଲେ । ଫଳରେ ଗୃହକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।